STORYMIRROR

ଏ କାହାଣୀ ଏକ ଭୟଙ୍କର ସାମାଜିକ ଅବକ୍ଷୟର ଅବତାରଣା...ଛୋଟ ଛୋଟ ସାମାଜିକ ଅହଂକାର କେମିତି ମଣିଷପଣିଆକୁ ମାରି ଦିଏ ଶାନ୍ତିରେ ରହିବାକୁ ମଣିଷ ଅନବରତ ଈଶ୍ବରଙ୍କୁ ହିଁ ଖୋଜୁଛି...କିନ୍ତୁ ଈଶ୍ବରଙ୍କୁ ପାଇବା ଆଶାରେ ମଣିଷ ଜୀବନ ସାରା ଅଶାନ୍ତି ହିଁ ପାଇଛି...ଯାହା ଦରକାର ତାହା ଆମ ପାଇଁ ଈଶ୍ବର...ଯାହା ଦରକାର ନାହିଁ ତାହା କିଛି ନୁହେଁ...ଈଶ୍ବର ଆମ ଚାରିପାଖରେ ଅଛନ୍ତି...ଆପଣ ବି...

English ତାହା ଏହି ଗପରେ କୁହାଯାଇଛି Stories